Farmers Database
Swachh Bharat Abhiyan
Research Linking Extension
- 14/06/2018 ଖରିଫ ଫସଲ ପୂର୍ବରୁ ଜମିରୁ ନମୁନା ମାଟି ସଂଗ୍ରହ କରି କୃଷି ବିଜ୍ଞାନ କେନ୍ଦ୍ର, Deogarh ଠାରେ ଥିବା ମୃତିକା ପରୀକ୍ଷା ପ୍ରୟୋଗଶାଳା ରେ ମାଟି ଓ ସାରା ପ୍ରୟୋଗ କରି ଅଧିକ ଲାଭବାନ ହୁଅନ୍ତୁ I
- 14/06/2018 ଲଙ୍କା ଫସଲରେ ପତ୍ର ମୋଚା ପରିଚାଳନା ପାଈଁ ୨୫ଗ୍ରାମ DIAFENTHURIUM ୧୫ଲିଟର ପାଣିରେ ଓ ୧୫ ଦିନ ପରେ ୧୦ଗ୍ରାମ ACETAMIPRAD ୧୫ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ
- 14/06/2018 ରାଶି ଫସଲ ରେ ଫଳବିନ୍ଧା କୀଟର ନିୟଂତ୍ରଣ ପାଈଁ ଏକର ପ୍ରତି spinosad ୬୦ମିଲି କିମ୍ବା propenophos ୪୦୦ମିଲି ସିଞ୍ଚନ କରନ୍ତୁ I ଅମଳ ବୃଦ୍ଧି ପାଈଁ ପାଣିରେ ଦ୍ରଵିଭୂତ ସାର NPK (୧୯:୧୯:୧୯) ପ୍ରତି ଲିଟର ପାଣିରେ ୧୦ ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ.
- 14/06/2018 ୩୦% ପୃଷ୍ଟିସାର ଥିବା ଖାଦ୍ୟ ମାଛ ଚାଷ ପାଈଁ ଉପଯୁକ୍ତ. ବାଦାମ, ସୂର୍ଯ୍ୟମୁଖୀ, ରାଶି ଓ ସୋରିଷ ପିଡିଆ ସହିତ କଣ୍ଡିଆକୁଣ୍ଡ ଆଦି ମାଛ ଖାଦ୍ୟ ହିସାବରେ ବ୍ୟବହାର କରାଯାଏ. ଖାଦ୍ୟର ମାନ ବୃଦ୍ଧି ପାଈଁ ୧% ଖଣିଜ ଲବଣ ଓ ଭିଟାମିନ ମିଶ୍ରଣ ମିଶାଯାଇପାରେ.
Mobile Advisory
From Sr. Scientist & Head’s Desk
Krishi Vigyan Kendra, Deogarh was established in the year July, 2006 under Orissa University of Agriculture & Technology, Bhubaneswar. Its objective is to increase production and productivity in agriculture an allied sectors to strengthen the rural economy.
The aim of KVK is to reduce the time lag between generation of technology at the research institution and its transfer to the farmer’s fields for increasing production & productivity, income from the agriculture and allied sectors on a sustained basis.
It is one of the innovative institutions with the mandate of imparting training to the practicing farmers, farm women, rural youths and extension functionaries in improved technologies in the field of agriculture, horticulture, animal husbandry, fisheries and other allied enterprises.
The team of multidisciplinary Scientists place in the KVK assesses, refines and disseminates technologies related to agriculture and allied sectors.